ପୁଣି ବାଲେଶ୍ବରରୁ କୋଟିଏ ଟଙ୍କାର ଧଳାଜହର ଜବତ ପୁଣି ବାଲେଶ୍ବରରୁ କୋଟିଏ ଟଙ୍କାର ଧଳାଜହର ଜବତ By Quantum Mirror On Nov 7, 2020 33 ବାଲେଶ୍ୱର: ପୁଣି ବାଲେଶ୍ବରରୁ କୋଟିଏ ଟଙ୍କାର ଧଳାଜହର ଜବତ ୩ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଏସଟିଏଫ ୨୦୨୦ରେ ୨୫ ମାମଲାରେ ୨୩ କେଜି ବ୍ରାଉନସୁଗର ଜବତ ହୋଇଥିବା ବେଳେ ୪୭ ଜଣ ଗିରଫ ହୋଇଛନ୍ତି 33 Share