ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଖଇରା ଗ୍ରାମ ର ପ୍ରତାପ ଚନ୍ଦ୍ର ମହାରଣା ରାତି ରେ ଘର ନିକଟରେ ଥିବା ଏକ ପୋଖରୀ କୁ ଶୌଚ ପାଇଁ ଯାଇ ଥିବା ବେଳେ. ଗୋଡ଼ ଖସି ଯିବା ରୁ ସେ ପୋଖରୀ ରେ ବୁଡି ଯାଇ ଥିଲେ. ପ୍ରତାପ ଘରକୁ ଫେରିବା ବିଳମ୍ବ ହେତୁ ପରିବାର ଲୋକେ ବହୁ ଖୋଜା ଖୋଜି ପରେ ପୋଖରୀ ନିକଟରେ ପ୍ରତାପ ଙ୍କ ଚପଲ ଦେଖି ପୋଖରୀ ରେ ବୁଡି ଯାଇ ଥିବା ସନ୍ଦେହ ରେ ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ଙ୍କୁ ଜଣାଇ ଥିଲେ. ଅଗ୍ନିଶମ ଅଧିକାରୀ ବହୁ ଖୋଜା ଖୋଜି ପରେ ମୃତ ଅବସ୍ଥା ରେ ବୃଦ୍ଧ ଙ୍କୁ ଉଦ୍ଧାର କରି ଥିଲେ
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।