Quantum Mirror

ଶ୍ରୀମନ୍ଦିର ଦ୍ୱାର ରୂପାଛାଉଣୀ ପ୍ରସଙ୍ଗ, ଶ୍ରୀମନ୍ଦିର ଭିତର ଆଠ ଦ୍ୱାର ନିର୍ମାଣ ନେଇ ଆଜି ଅପରାହ୍ନ ୪ଟାରେ ବସିବ ଚୁଡାନ୍ତ ବୈଠକ

ଶ୍ରୀମନ୍ଦିର ଦ୍ୱାର ରୂପାଛାଉଣୀ ପ୍ରସଙ୍ଗ, ଶ୍ରୀମନ୍ଦିର ଭିତର ଆଠ ଦ୍ୱାର ନିର୍ମାଣ ନେଇ ଆଜି ଅପରାହ୍ନ ୪ଟାରେ ବସିବ ଚୁଡାନ୍ତ ବୈଠକ

ପୁରୀ: ଶ୍ରୀମନ୍ଦିର ଦ୍ୱାର ରୂପାଛାଉଣୀ ପ୍ରସଙ୍ଗ, ଶ୍ରୀମନ୍ଦିର ଭିତର ଆଠ ଦ୍ୱାର ନିର୍ମାଣ ନେଇ ଆଜି ଅପରାହ୍ନ ୪ଟାରେ ବସିବ ଚୁଡାନ୍ତ ବୈଠକ, ଦ୍ୱାରର ଡିଜାଇନ ହେବ ଚୁଡାନ୍ତ, ପ୍ରଥମେ ସାତପାହାଚ ଦ୍ୱାର ପରୀକ୍ଷା ମୂଳକ ଭାବେ ନିର୍ମାଣ ହେବା ନେଇ କରାଯିବ ବିସ୍ତୃତ ଆଲୋଚନା, ଦୁଆର ଚଟାଣ ଓ ଉପର ଅଂଶକୁ ପ୍ରାୟ ଏକଫୁଟର ବିନ୍ଦ କରାଯିବା ନେଇ ଏଏସଆଇ ବିଶେଷଜ୍ଞଙ୍କ ଠାରୁ ନିଆଯିବ ପରାମର୍ଶ, ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ, ରୂପା ରହିବା ପାଇଁ ଷ୍ଟ୍ରଙ୍ଗରୁମ ପ୍ରସ୍ତୁତି ନେଇ ମଧ୍ୟ ହେବ ଆଲୋଚନା, ବୈଠକରେ ଡୋନରଙ୍କ ପକ୍ଷରୁ ପ୍ରତିନିଧି ଯୋଗଦେବେ,

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×