ଭୁବନେଶ୍ୱର: ଅଧିବେଶନ ଆରମ୍ଭରୁ ବିରୋଧୀ ଦଳ ନେତା ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ। ପୁରୀରେ ଏସ ପି ଙ୍କ ନିର୍ଦେଶରେ ଯୁବକଙ୍କୁ ଉଠାଇନେଲେ ଓ ପିଟି ପିଟି ମାରିଦେଲେ। ପରମ୍ପରା ଅନୁସାରେ ସବଦାହ ହେଲାନି। ଯଉଁମାନେ ଦେଖିଲେ ସେମାନଙ୍କୁ ବ୍ରହ୍ମଗିରି ଥାନା କୁ ନେଇଗଲେ। କହିଲେ ଧସ୍ତା ଧସ୍ତିରେ ମରିଗଲା। ଛୋଟ ଲୋକଙ୍କୁ ମାରିକି ଆଇ ପି ଏସ , ଆଇ ଏ ଏସ ଙ୍କୁ କେତେଦିନ ବଞ୍ଚାଇବେ ସରକାର। ପାଟଣାଗଡ଼ ରେ 6 ଜଣଙ୍କୁ ହତ୍ୟା, କଳାହାଣ୍ଡିରେ ଘର ପାଇଁ ଶାରୀରିକ ସମ୍ପର୍କ ରଖିବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା। ପୁରୀ ଏସ ପି ବଦଳି କେବଲ ଏକ ଆଇ ବାସ। ଏସ ପି ଦଣ୍ଡିତ ହେବା ଦରକାର। ବାଚସ୍ପତି ରୁଲିଂଗ ଦିଅନ୍ତୁ। ଗୃହର ସବୁ କାର୍ଯ୍ୟସୂଚୀ ବାତିଲ କରି ମୋସନ ଆକାରରେ ଏ ପ୍ରସଙ୍ଗ ଆଲୋଚନା ହେଉ ବୋଲି ଦାବି କଲେ ବିରୋଧୀ ଦଳ ନେତା।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।