ଭୁବନେଶ୍ୱର: ବିଧାନସଭା ସମୁଖରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ. ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ. ନୟାଗଡ ଯଦୁପୂର ପରି ଘାଟଣାରେ , ନାବାଳିକାକୁ ନ୍ୟାୟ ନ ମିଳିବାରୁ ବାପା ମା ଆତ୍ମହତ୍ୟା କରିବାକୁ ଉଦ୍ୟମ କଲା ବେଳେ ପୋଲିସ ଉଦ୍ଧାର କରିଛି ଜୁଲାଇ ମାସରେ ନାବାଳିକା ଅପହରଣ ସହ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ବାପା ମା ଏହି ଘଟଣା କୁ ନେଇ ପୋଲିସ, ଥାନା, କୋର୍ଟ ବିଧାୟକ ଓ ମନ୍ତ୍ରୀଙ୍କ ଦ୍ୱାରସ୍ତ ହେବା ପରେ ବି ଝିଅକୁ ନ୍ୟାୟ ମିଳିଲାନି କି ଅପରାଧୀକୁ ଧରାଗଲା ନାହିଁ ବାବୁଲି ନାୟକ ବୋଲି ଜଣେ ବ୍ୟକ୍ତିଙ୍କ ସମ୍ପର୍କ ଥିବା ବାପା ମା ଅଭିଯୋଗ କରିଛନ୍ତି
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।