ଭୁବନେଶ୍ୱର: ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୧୦୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 728 Covid patients have recovered and are being discharged on 25.11.2020
103 from Khordha
73 from Mayurbhanj
67 from Sundargarh
44 from Nuapada
42 from Cuttack
37 from Baleswar
32 from Bolangir
30 from Jagatsinghpur
30 from Kendrapara
28 from Sambalpur
26 from State Pool— H & FW Dept Odisha (@HFWOdisha) November 25, 2020