ଭୁବନେଶ୍ୱର: ୧୦୨ ମୋବାଇଲ ଠାବ କଲା ପୋଲିସ ଅନୁଗୁଳ, ଯାଜପୁର , ରାଉରକେଲା ରୁ ସମସ୍ତ ପୋଲିସ ଠାବ ସଞ୍ଜୟ ଗଡନାୟକ, ଲିପୁନ ସାହୁ ନାମକ ୨ ଅଭିଯୁକ୍ତ ଗିରଫ ଉଭୟଙ୍କ ଘର ଅନୁଗୁଳ ବୋଲି ଡିସିପିଙ୍କ ସୂଚନା ରାଉରକେଲା ଯାଉଥିବା ବସ ରୁ ଚୋରି କରିଥିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା ୮୨ ଜଣଙ୍କୁ ଏହି ଫୋନ ବିକ୍ରି କରିଥିବା ସୂଚନା ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ତଦନ୍ତ ପରିସରଭୁକ୍ତ କରାଯିବ ଗ୍ୟାଙ୍ଗ ସହ ଜଡିତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ପୂର୍ବରୁ ଏମାନଙ୍କ ଲିଙ୍କ ରେ ୬ ଜଣଙ୍କୁ ଗିରଫ କରା ଯାଇଛି
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |