ବରଗଡ଼: ବରଗଡ଼ ଗଣ୍ଠିଆପାଲି ପଞ୍ଚାୟତ ହାଇସ୍କଲର ବ୍ଲକ୍ ଗ୍ରାଣ୍ଡ ହେଇ ମାଷ୍ଟର ପ୍ରମୋଦ ପାଣିଗ୍ରାହୀ ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ୪ ଟି ଜାଗାରେ ଚଢ଼ାଉ । ତାଙ୍କ ନିଜ ଘର ବରଗଡ଼ ଜିଲ୍ଲା ତିଲେଇମାଲ ସହ ବରପାଲି କପିଳେଶ୍ୱରନଗର ର ଭଡ଼ା ଘର, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ର ଭଡ଼ା ଘର ଓ ବଲାଙ୍ଗିର ଜିଲ୍ଲା ଆଗଲପୁର ଭଡ଼ା ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବ୍ଲକ୍ ଗ୍ରାଣ୍ଡ ହେଡ୍ ମାଷ୍ଟର ହୋଇ କୋଟି କୋଟି ଟଙ୍କା ଠୁଳ କଲେ କେମିତି ତାର ଖୋଳ ତାଡ଼ ଜାରି ରଖିଛି ଭିଜିଲାନ୍ସ ।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।