୧. ପେଟ : କାକୁଡ଼ି ଶରୀରର ଓଜନ କମାଇବା ପାଇଁ ସାହାଯ୍ୟ କରିଥାଏ। କାକୁଡ଼ିରେ ଇରେସ୍ପିନ୍ ନାମକ ନାମକ ଏକ ଏନ୍ଜାଇମ୍ ରହିଛି, ଯାହା ପ୍ରୋଟିନ୍କୁ ପଚାଇବା ପାଇଁ ସାହାଯ୍ୟ କରିଥାଏ। ଏତିକି ନୁହେଁ, କାକୁଡ଼ିରେ ଯେଉଁ ସବୁ ତତ୍ତ୍ୱ ରହିଛି, ତାହା ପେଟଜନିତ ସମସ୍ୟାକୁ ଦୂର କରିଥାଏ।
୨. ହଜମ : କାକୁଡ଼ିରେ ୯୬ ପ୍ରତିଶତ ପାଣି ରହିଛି। ତେଣୁ କାକୁଡ଼ି ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତେବେ କାକୁଡ଼ି ଏଥିପାଇଁ ଲାଭଦାୟକ।
୩. ଓଜନ : କାକୁଡ଼ିରେ ରହିଛି ଅଧିକ କ୍ୟାଲୋରୀ, ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଓଜନ କମିଥାଏ। ୧୦୦ ଗ୍ରାମ୍ କାକୁଡ଼ିରେ ୧୫.୫୪ ପ୍ରତିଶତ କ୍ୟାଲୋରୀ ରହିଛି। ଏଥିପାଇଁ ଆପଣ ନିଜ ଦୈନନ୍ଦିନ ଡାଏଟ୍ରେ କାକୁଡ଼ିକୁ ସାମିଲ୍ କରନ୍ତୁ କଲେ ପେଟଜନିତ ସମସ୍ୟା ରହିବ ନାହିଁ।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।