+୨ ଏବଂ ମାଟ୍ରିକ୍ ପରୀକ୍ଷା ସ୍ଥଗିତ +୨ ଏବଂ ମାଟ୍ରିକ୍ ପରୀକ୍ଷା ସ୍ଥଗିତ By Quantum Mirror On Apr 15, 2021 8 ଭୁବନେଶ୍ୱର, ୧୫/୪ : ରାଜ୍ୟରେ ସ୍ଥଗିତ ହେଲା ମାଟ୍ରିକ୍ ଏବଂ +୨ ପରୀକ୍ଷା । ସ୍ଥଗିତ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ନବମ ଏବଂ ଏକାଦଶ ଶ୍ରେଣୀର ସମସ୍ତ ପିଲା ବିନା ପରୀକ୍ଷାରେ ପାସ୍ ହେବେ । 8 Share