Quantum Mirror

ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବି ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବି ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ଦେହାନ୍ତ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଥିଲେ ରବି ପଟ୍ଟନାୟକ।‘କଥାନ୍ତର’ ଓ ‘ଚିନି’ ଚଳଚ୍ଚିତ୍ରର ସମ୍ପାଦକ ଥିଲେ । ଦଣ୍ଡା ବାଳୁଙ୍ଗା, ସୁନା ଚଢେଇ, ଯାହାକୁ ରଖିବେ ଅନନ୍ତ ଭଳି ଚଳଚ୍ଚିତ୍ରର ସଂପାଦନା ଦାୟିତ୍ୱ ସେ ତୁଲାଇଥିଲେ।, ଚଲତେ ଚଲତେ, ଆପ କି ଖାତିର, କିସମତ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ସମ୍ପାଦନା ମଧ୍ୟ କରିଥିଲେ । ଜାତୀୟ ତଥା ଆଞ୍ଚଳିକ ସ୍ତରରେ ଶତାଧିକ ଚଳଚ୍ଚିତ୍ରର ସମ୍ପାଦକ ଥିଲେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×