କଟକ ୨୩।୪: ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବଢ଼ିଚାଲିଥିବା ବେଳେ ହସ୍ପିଟାଲରେ ବେଡ୍ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ଏସସିବି ମେଡିକାଲରେ କୋଭିଡ୍ ବେଡ୍ ସଂଖ୍ୟା ୫୦୦ ରେ ପହଞ୍ଚିଛି । ଏହା ପୁର୍ବରୁ ସେଠାରେ ବେଡ୍ ସଂଖ୍ୟା ୩୧୫ ଥିବା ବେଳେ ବର୍ତ୍ତମାନ ଏହା ୫୦୦ ହୋଇଯାଇଛି । ହସ୍ପିଟାଲର ନୁଆ ମେଡିସିନ୍ ୱାର୍ଡକୁ ସମ୍ପୂର୍ଣ୍ଣ ଭାବେ କୋଭିଡ୍ କେୟାର୍ ହସ୍ପିଟାଲ ଭାବେ ଘୋଷଣା କରାଯାଇଛି । ଆଗରୁ ଆଇସିୟୁ ବେଡ୍ ୪୩ ଥିବା ବେଳେ ବର୍ତ୍ତମାନ ୬୩ ହୋଇଯାଇଛି । । ଏନେଇ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୁଚନା ଦେଇଛନ୍ତି ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |