Quantum Mirror

ସପ୍ତାହନ୍ତା ସଟଡାଉନରେ ମିଳିବ ଘଣ୍ଟାଏ କୋହଳ

ସପ୍ତାହନ୍ତା ସଟଡାଉନରେ ମିଳିବ ଘଣ୍ଟାଏ କୋହଳ

ଭୁବନେଶ୍ୱର ୨୩ ।୪ : ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଆରମ୍ଭ ହେବ। ଶନିବାର ଓ ରବିବାର ସମସ୍ତ ସହର ସଟଡାଉନ୍ । ଏହି ଦୁଇ ଦିନ ମିଳିବ ଘଣ୍ଟାଏ ଲେଖାଏଁ କୋହଳ । ସକାଳ ୫ ଟାରୁ ୬ଟା ଘଣ୍ଟାଏ ଲେଖାଏଁ କୋହଳ ମିଳିବ । ମର୍ଣ୍ଣିଂ ୱାର୍କ ଓ ସାଇକ୍ଲିଂ କରୁଥିବା ଲୋକଙ୍କ ପାଇଁ ଘଣ୍ଟାଏ ଲେଖାଏଁ କୋହଳ କରାଯିବ । ଲୋକମାନଙ୍କ ଅନୁରୋଧକୁ ରକ୍ଷା କରି ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସପ୍ତାହନ୍ତା ସଟଡାଉନ୍ ନେଇ ସ୍ପଷ୍ଟ କଲେ SRC । ସୋମବାର ସକାଳ ୫ଟା ଯାଏ ରହିବ ଏହି ସଟଡାଉନ୍ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×