Quantum Mirror

କରୋନା ହେଲେ ବେସରକାରୀ କର୍ମଚାରୀଙ୍କୁ ମିଳିବ ୨୮ ଦିନର ଦରମା ଏବଂ ଛୁଟି, ଘୋଷଣା କଲେ ରାଜ୍ୟ ସରକାର

କରୋନା ହେଲେ ବେସରକାରୀ କର୍ମଚାରୀଙ୍କୁ ମିଳିବ ୨୮ ଦିନର ଦରମା ଏବଂ ଛୁଟି, ଘୋଷଣା କଲେ ରାଜ୍ୟ ସରକାର

ଉତ୍ତରପ୍ରଦେଶ ୨୬ : କୋଭିଡ୍ ଦ୍ୱାରା ଯଦି କୌଣସି ବେସରକାରୀ କର୍ମଚାରୀ ସଂକ୍ରମିତ ହୁଅନ୍ତି ତେବେ ସେମାନଙ୍କୁ ୨୮ ଦିନର ବେତନ ମିଳିବା ସହିତ ଛୁଟି ବି ମିଳିବ କରୋନା ମହାମାରୀ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୈନିକ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଏହା ଭିତରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ, ବେସରକାରୀ କର୍ମଚାରୀ ମାନଙ୍କୁ କରୋନା ହେଲେ ସେମାନଙ୍କୁ ମିଳିବ ୨୮ ଦିନର ଦରମା ଏବଂ ଛୁଟି ୟୁପିରେ ଆଜି ଏନେଇ ଘୋଷଣା କରିଛନ୍ତି ଆଦିତ୍ୟନାଥ ଏହା ବ୍ୟତୀତ ଚିକିତ୍ସା ପ୍ରମାଣ ପତ୍ର ମଧ୍ୟ ନିହାତି ଜରୁରୀ ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଏଥିସହିତ ସରକାରଙ୍କ ତରଫରୁ ବନ୍ଦ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର କର୍ମଚାରୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରିବାକୁ ପଡିବ ଏବଂ ଏହା ଅନିର୍ବାଯ୍ୟ

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×