କଟକର ସରକାରୀ କର୍ମଚାରୀଙ୍କୁ ନିଜ ଅଫିସରେ ଦିଆଯିବ କୋଭିଡ ଟିକା
କଟକର ସରକାରୀ କର୍ମଚାରୀଙ୍କୁ ନିଜ ଅଫିସରେ ଦିଆଯିବ କୋଭିଡ ଟିକା
କଟକ ମହାନଗର ନିଗମ କମିସନର ଅନନ୍ୟା ଦାସଙ୍କ ସୂଚନା ।କଟକର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ସପ୍ତାହରୁ ୧୮ରୁ ୪୪ ବର୍ଷ ବୟସର ସରକାରୀ କର୍ମଚାରୀଙ୍କୁ ନିଜ ଅଫିସରେ ଦିଆଯିବ କୋଭିଡ ଟିକା ।