Quantum Mirror

ଝାରପଡା ଜେଲରେ ୯୬ କଏଦୀ କରୋନ ପଜିଟିଭ୍

ଝାରପଡା ଜେଲରେ ୯୬ କଏଦୀ କରୋନ ପଜିଟିଭ୍

ଭୁବନେଶ୍ୱର : ଭୁବନେଶ୍ୱର ଝାରପଡ଼ା ଜେଲ୍ ରେ ୯୬ ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ୧୯୫ ଜଣଙ୍କ ସାମ୍ପଲ୍ ପରୀକ୍ଷା ପଶିଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସଂକ୍ରମିତଙ୍କ ମଧ୍ୟରେ କଏଦୀ ଏବଂ ଷ୍ଟାଫ୍ ମଧ୍ୟ ରହିଛନ୍ତି । ଏହାପରେ ଜେଲ୍ କର୍ତ୍ତୃପକ୍ଷ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିବା ବେଳେ ଅନ୍ୟ ମାନଙ୍କୁ ସେମାନଙ୍କ ଠାରୁ କିପରି ପୃଥକ୍ ରଖାଯିବ ସେ ନେଇ ବ୍ୟବସ୍ଥା କରାଯାଉଛି । ତେବେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ବଢ଼ାଯାଉଥିବାରୁ ସଂକ୍ରମିତ ମଧ୍ୟ ଅଧିକ ସଂଖ୍ୟାରେ ଚିହ୍ନଟ ହେଉଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×