Quantum Mirror

ପୋଖରୀରୁ ଭାସମାନ ଅବସ୍ଥାରେ ଯୁବକ ଙ୍କ ମୃତଦେହ ଉଧାର

ପୋଖରୀରୁ ଭାସମାନ ଅବସ୍ଥାରେ ଯୁବକ ଙ୍କ ମୃତଦେହ ଉଧାର

ଆଙ୍କର: ବାଙ୍କୀ ଥାନାଅନ୍ତର୍ଗତ ତାଳବସ୍ତ ଫାଣ୍ଡି ନିକଟସ୍ଥ ତାଳବସ୍ତ-ପଦନପୁର ରାସ୍ତାର ଚୁଆ ପୋଖରୀରେ  ଜଣେଯୁବକ ଙ୍କ ମୃତଦେହ ଯୁବକଜଣକ ହେଲେ ୩୨ବର୍ଷୀୟ ତପନ ବେହେରା ବୋଲି ଗ୍ରାମବାସୀମାନେ ସୂଚନାଦେଇଛନ୍ତି।କିନ୍ତୁ ଏହା ହତ୍ୟା ଭାସୁଥିବାର ଖବର ପ୍ରଚାରିତହେବା ମାତ୍ରେ ଗ୍ରାମର ଲୋକମାନେ ଦେଖିବାକୁ ଆସିଥିଲେ। ମୃତ ଯୁବକଜଣକ ତାଳବସ୍ତ ଗ୍ରାମର ଚିହ୍ନିବା ପରେ ତାର ପରିବାରଲୋକ ଙ୍କୁ ଖବର ଦେଇଥିଲେ ଲୋକେ ପରେ ତାଳବସ୍ତ ଫାଣ୍ଡିଅଧିକାରୀ ପହଁଚି ଶବଜବତକରି ତଦନ୍ତଆରମ୍ଭକରିଛନ୍ତି। ନା ଆତ୍ମହତ୍ୟା ତାହା ସ୍ପଷ୍ଟଭାବରେ ଜଣା ପଡିନାହିଁ।ଏପଟେ ଘଟଣା ସ୍ଥଳରେ ତାଳବସ୍ତ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×