Quantum Mirror

ବାତ୍ୟାର ରୂପ ନେଲା ‘ୟଶ’

ବାତ୍ୟାର ରୂପ ନେଲା ‘ୟଶ’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବାପରେ ବାତ୍ୟାରେ ପରିଣତ ହୋଇଛି ସୋମବାର ସକାଳ .୩ରେ ୟାସ୍ବାତ୍ୟା ରୂପ ନେଇସାରିଛି ଗତ ଘଣ୍ଟା ମଧ୍ୟରେ ଏହା ସମୁଦ୍ର ମଧ୍ୟରେ ଗତି ନକରି ସ୍ଥିର ରହିଛିପାରାଦୀପ ଠାରୁ ୫୪୦ ବାଲେଶ୍ୱରଠାରୁ ୬୫୦ କିମି ଦୂରରେ ବାତ୍ୟାୟଶକେନ୍ଦ୍ରୀଭୂତ ହୋଇଛି ଘଣ୍ଟାପ୍ରତି କିମି ବେଗରେ ଉପକୂଳ ଆଡକୁ ବାତ୍ୟା ଅଗ୍ରସର ହେଉଛି ୨୬ରେ ପାରାଦୀପ ସାଗର ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ ତେବେ ସକାଳ .୩୦ରୁ ୧୧.୩୦ ମଧ୍ୟରେ ଏହା ବାତ୍ୟାର ରୂପ ନେବ। ଘଣ୍ଟା ପ୍ରତି କିମି ବେଗରେ ଗତି କରୁଛି ଅତି ଭୀଷଣ ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ହିଁ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବ ରାତି ୧୨ଟା ଯାଏ ଅନୁଭୂତ ହେବ। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୬୦ରୁ ୧୭୦ କିମି ବେଳେବେଳେ ୧୯୦ କିମି ମଧ୍ୟ ଛୁଇଁପାରେ। ବାତ୍ୟା ଯୋଗୁଁ ମେ ୨୫ ତାରିଖ ପାଇଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×