Quantum Mirror

କୋଭିଡ ସମୟରେ ବାତ୍ୟାର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

କୋଭିଡ ସମୟରେ ବାତ୍ୟାର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ବର୍ଷେ ହେବ କୋଭିଡ ବିରୋଧରେ ଲଢେଇ ଜାରି ରହିଛି ଏବେ ବାତ୍ୟା ୟାସ ଏକ ଚ୍ୟାଲେଞ୍ଜ ସୃ୍ଷ୍ଟି କରିଛି ଏକ ସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା କରୋନାର ମୁକାବିଲା କରିବାକୁ ହେବ ୨ଟି ଯାକ ବିପତ୍ତିର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ବାତ୍ୟା ଆଶ୍ରୟସ୍ଥଳୀ ପକ୍କାଘର ଭଳି ନିରାପଦ ସ୍ଥାନକୁ ଯିବାକୁ ଲୋକଙ୍କୁ ଦେଲେ ପରାମର୍ଶ ଯେଉଁଠି ଆଶ୍ରୟ ନେଲେ ବି ୨ଟି ମାସ୍କ ପିନ୍ଧିବାକୁ ନବୀନଙ୍କ ପରାମର୍ଶ SHG ଜରିଆରେ ମାସ୍କ ଯୋଗାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ବାତ୍ୟା ପରେ ବି କୋଭିଡ ପାଇଁ ସତର୍କ ରହିବାକୁ କହିଲେ ନବୀନ

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×