Quantum Mirror

କଟକଣାକୁ ମାନିଲେନି ଦୁର୍ଘଟଣାରେ ଚାଲିଗଲା ଜୀବନ

କଟକଣାକୁ ମାନିଲେନି ଦୁର୍ଘଟଣାରେ ଚାଲିଗଲା ଜୀବନ

ତେଲେଙ୍ଗାନା: କଟକଣାକୁ ଉଲଂଘନ କରିବାର ପରିଣତି ଏପରି ବି ହୋଇପାରେ ତାହା ଆପଣ ମାନେ ବୁଝିପାରିବେ ଘଟଣାଟି ତେଲେଙ୍ଗାନାର ମଞ୍ଚେରିୟଲ୍ ଜିଲ୍ଲାରେ ଘଟିଛି  କରୋନା ସଂକ୍ରମଣ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ୍ ଲାଗୁ କରାଯାଇଛି ହେଲେ କିଛି ଅମାନିଆ ଏହାକୁ ମାନିବାକୁ ନାରାଜ୍ ବେପରୁଆ ଭାବରେ ପୋଲିସ୍ କୁ ଚକମା ଦେଇ ଏଣେ ତେଣେ ବୁଲି ସଂକ୍ରମଣକୁ ବଢ଼ାଉଛନ୍ତି ତେବେ ଏହି ସଂକ୍ରମଣ ମଧ୍ୟରେ ତେଲେଙ୍ଗାନାରେ ଏକ ସାଂଘାତିକ ସଡକ ଦୁର୍ଘଟଣାର ଚିତ୍ର ସାମନାକୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ବି କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ ଭିଡିଓରେ ଦେଖିବାକୁ ମିଳିଛି ଯେ, ଉକ୍ତ ଜିଲ୍ଲାର ଏକ ଚେକ୍ ପୋଷ୍ଟରେ ପୋଲିସ୍ ଲକଡାଉନ୍ ଜାରି ରହିଥିବାରୁ ମୁତୟନ ହୋଇଛନ୍ତି ସେହି ରାସ୍ତା ଦେଇ ଯାଉଥିବା ଗାଡି ଗୁଡିକୁ ଯାଞ୍ଚ କରିବା ନିମେନ୍ତ ସେଠାରେ ରାସ୍ତା ବନ୍ଦ କରିବା ଲାଗି ପଡିଥିବା ଗେଟ୍ ପଡିଥିବା ଦେଖିବାକୁ ମିଳିଛି ହେଲେ କିଛି ସମୟ ପରେ ଗୋଟିଏ ବାଇକ୍ ରେ ଦୁଇ ଜଣ ଯୁବକ ପୋଲିସ୍ କୁ ଦେଖି ଗାଡିର ସ୍ପିଟ୍ ବଢ଼ାଇଦେଉଛନ୍ତି ଆଉ ପୋଲିସ୍ ସେମାନଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଗାଡିକୁ ରଖି ଗେଟ୍ କୁ କ୍ରସ୍ କରି ଯିବାକୁ ଚେଷ୍ଟା କରୁଛନ୍ତି ଆଉ ସେହି ସମୟରେ ଗାଡି ଚଲାଉଥିବା ଯୁବକ ଜଣକ ନିଜ ସୁରକ୍ଷା ପାଇଁ ସତର୍କ ହୋଇଯାଇଛନ୍ତି ହେଲେ ପଛରେ ବସିଥିବା ବ୍ୟକ୍ତିଜଣକ ନିଜ ସୁରକ୍ଷା କରିପାରି ଗେଟ୍ ରେ ପିଟି ହୋଇଯାଉଛନ୍ତି ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଉଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×