ନୂଆଦିଲ୍ଲୀ : ଦିଲ୍ଲୀରେ ବୁଧବାର ଠାରୁ ପ୍ରଥମ ଡ୍ରାଇଭ୍-ଥ୍ରୁ-ଭ୍ୟାକସିନ୍ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭ୍ୟାକସିନ୍ ସେଣ୍ଟର ଖୋଲି ମଧ୍ୟ ସାରିଛି । ସେମାନେ ନିଜ ନିଜ ଗାଡିରେ ବସି ଥିବା ଅବସ୍ଥାରେ ହିଁ ଟିକା ନେଇପାରିବେ । ତେବେ ଦ୍ୱାରକା ସ୍ଥିତ ଆକାଶ ସୁପର ସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ଭେଗାସ୍ ମଲ୍ ରେ ୨୬ ତାରିଖରୁ ଏହି ସେଣ୍ଟର ଆରମ୍ଭ ହେବାକୁ ଯାଉଛି । ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଅରବିନ୍ଦ କେଜ୍ରିୱାଲ୍ ଏହି ଡ୍ରାଇଭ୍-ଥ୍ରୁ-ଭ୍ୟାକସିନ୍ ସେଣ୍ଟରର ଉଦଘାଟନ ଆସନ୍ତା କାଲି କରିବେ ।ହସ୍ପିଟାଲ ପକ୍ଷରୁ ଜଣେ ଅଧିକାରୀ ଏହି ସଂକ୍ରାନ୍ତରେ କହିଛନ୍ତି ଯେ, ଆକାଶ ହେଲଥ୍ କେୟାର୍ ସେଣ୍ଟର୍ ରେ ୧୮-୪୪ ବର୍ଷ ବର୍ଗର ବ୍ୟକ୍ତିବିଶେଷଙ୍କୁ କୋଭିସିଲ୍ଟ ଟିକା ଦିଆଯିବ । ଏଥିପାଇଁ ଭ୍ୟାକସିନ୍ ର ୩୦ ହଜାର ଡୋଜ୍ କିଣାଯାଇଛି ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |