Quantum Mirror

ବାତ୍ୟା ପାଇଁ ଦେଢ ଲକ୍ଷ ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର

ବାତ୍ୟା ପାଇଁ ଦେଢ ଲକ୍ଷ ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର

ଭୁବନେଶ୍ୱର: ବାତ୍ୟା ଆସୁଛି, ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ବାତ୍ୟା ୟାସ୍ ପାଇଁ ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତରଣ ଚାଲିଛି ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରୁ  ଲକ୍ଷ ୫୫ ହଜାର ୧୨୯ ଜଣଙ୍କୁ ସ୍ଥାନାନ୍ତରଣ କରାଗଲାଣି ବାଲେଶ୍ୱରରୁ ୪୬ ହଜାର ୮୨୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଭଦ୍ରକରୁ୭୨, ୯୭୦ , ମୟୂରଭଞ୍ଜରୁ୩୨୦୦, ପୁରୀରୁ୩୫୦୦, କେନ୍ଦ୍ରାପଡ଼ାରୁ୧୮, ୩୯୧, ଜଗତସିଂହପୁରରୁ୯୧୨୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଯାଜପୁରରୁ ୧୧୧୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×