ଭୁବନେଶ୍ୱର: ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୬୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୫୦୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୧୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୬,୦୦୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୧,୧୦,୩୭୩ ଥିବା ବେଳେ ୬,୧୨,୯୯୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୯୮ ଜଣ,ଅନୁଗୁଳରୁ ୮୨୩ ଜଣ, ସୁନ୍ଦରଗଡ଼ରୁ ୬୯୯ ଜଣ,ଯାଜପୁରରୁ ୫୬୦ ଜଣ, ବାଲେଶ୍ବରରୁ ୫୦୮ ଜଣ, ଭଦ୍ରକରୁ ୪୬୧ ଜଣ, ପୁରୀରୁ ୪୬୨ ଜଣ, ଢ଼େଙ୍କାନାଳରୁ ୪୪୧ ଜଣ, , ନୟାଗଡ଼ରୁ ୫୧୬ ଜଣ,କଳାହାଣ୍ଡିରୁ ୩୫୨ ଜଣ, ସମ୍ବଲପୁରରୁ ୩୪୨ ଜଣ, ଜଗତସିଂହପରୁ ୩୧୫ ଜଣ,ନବରଙ୍ଗପୁରରୁ ୩୦୦ ଜଣ,ସୋନପୁରରୁ ୨୬୧ ଜଣ, ବରଗଡ଼ରୁ ୨୫୭ ଜଣ, ମୟୂରଭଞ୍ଜରୁ ୨୪୯ ଜଣ,ରାୟଗଡ଼ାରୁ ୨୨୩ ଜଣ, କୋରାପୁଟରୁ ୨୧୮ ଜଣ, ବୌଦ୍ଧରୁ ୨୦୬ ଜଣ, କେନ୍ଦ୍ରପଡ଼ାରୁ ୧୯୮ ଜଣ, ବଲାଙ୍ଗୀରରୁ ୧୭୦ ଜଣ, ଗଞ୍ଜାମରୁ ୧୫୮ ଜଣ, କନ୍ଧମାଳରୁ ୧୪୧ ଜଣ,କେନ୍ଦୁଝରରୁ ୧୩୩ ଜଣ, ଝାରସୁଗୁଡ଼ାରୁ ୧୮୪ ଜଣ, ଗଞ୍ଜାମରୁ ୧୫୮ଜଣ,ଦେବଗଡ଼ରୁ ୮୬ ଜଣ, ଗଜପତିରୁ ୭୬ ଜଣ,ମାଲକାନଗିରିରୁ ୭୩ ଜଣ,ନୂଆପଡ଼ାରୁ ୫୪ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୩୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |