Quantum Mirror

ଆଜି ଓଡ଼ିଶାରୁ କୋଭିଡ ରେ ୩୫ ମୃତ୍ୟୁ

ଆଜି ଓଡ଼ିଶାରୁ କୋଭିଡ ରେ ୩୫ ମୃତ୍ୟୁ

ଭୁବନେଶ୍ବରରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର ୫୮୪କୁ ବୃଦ୍ଧି ।  ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫ ଜୀବନ ନେଲା ମହାମାରୀ କରୋନା । ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଧିକ ୫ ଜଣ ଲେଖାଏଁ କୋଭିଡ ରୋଗୀ ମୃତ ହୋଇଛି।ଦିନକରେ ଆଉ ୧୧ ହଜାର ୬୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଗରୋଧରୁ ୬,୫୦୯ ଓ ସ୍ଥାନୀୟ ଅଞ୍ଚଳରୁ ୫,୧୧୪ ରୋଗୀ ଚିହ୍ନଟ। ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୨୬ ହଜାର ୩କୁ ବୃଦ୍ଧି ।ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ଲେଖାଏଁ, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ,କେନ୍ଦ୍ରାପଡ଼ାରୁ ୩ ଜଣ, ଝାରସୁଗୁଡ଼ା,କଳାହାଣ୍ଡି ଓ କୋରାପୁଟ ଜିଲ୍ଳାରୁ ୨ ଜଣ ଲେଖାଏଁ,  ଭଦ୍ରକ, ବୌଦ୍ଧ,ଦେବଗଡ଼, ଗଞ୍ଜାମ,ଜଗତସିଂହପୁର,କେନ୍ଦୁଝର, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×