ନୂଆଦିଲ୍ଲୀ,୨୬।୫:ଆମେରିକାର ସ୍ଥିତ ୱାଶିଂଟନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନର ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଶରୀର କରୋନା ଭାଇରସ୍ ଠାରୁ ନିରାପଦ ରହି ଏହି ମହାମାରୀ ସହିତ ଲଢେଇ କରି ପାରେl ପ୍ରଥମ ଖୁସି ଖବର ହେଉଛି,ଆପଣଙ୍କ ଶରୀରକୁ କରୋନାରୁ ରକ୍ଷା କରୁଥିବା ରକ୍ଷା କବଚ ଅର୍ଥାତ ଆଣ୍ଟିବଡି ସବୁବେଳେ ଆପଣଙ୍କ ସହିତ ରହିବl ଦ୍ୱିତୀୟ ଆଶ୍ବସ୍ତିକର ଖବର ହେଉଛି କରୋନା ସଂକ୍ରମଣର ପ୍ରଥମ ଲକ୍ଷଣ ଦେଖାଯିବାର ୧୧ ମାସ ପରେ ଲୋକଙ୍କ ଭିତରେ ପୁନର୍ବାର ଆଣ୍ଟିବଡି ବିକଶିତ ହେଉଛିlରିସର୍ଚରଙ୍କ ଦ୍ୱାରା ଷ୍ଟଡି କରାଯାଇଥିବା ବିଜ୍ଞାନ ପତ୍ରିକା ‘ରିସର୍ଚ୍ଚ’ ରେ ପ୍ରକାଶିତ ହୋଇଥିଲାlଯାହା ଅନୁଯାୟୀ, ସଂକ୍ରମଣ ମୁକ୍ତ ହେବାର ବହୁ ମାସ ପର୍ଯ୍ୟନ୍ତ ଶରୀରରେ କରୋନା ଭାଇରସ ସହିତ ଲଢେଇ କରୁଥିବା ଆଣ୍ଟିବଡି ସେଲ କାମ କରିଥାଏl ଏହାର କ୍ଷମତା ଲଗାତାର ବୃଦ୍ଧି ପାଇଥାଏ l ଆଶ୍ଚର୍ଯ୍ୟର କଥା, ଏହି ଆଣ୍ଟିବଡି ମାନବ ଶରୀରରେ ଆଜୀବନ ରହିପାରିବ ବୋଲି ଦାବି କରାଯାଉଛିl ତେଣୁ ଟିକିଏ ସତର୍କତା ପୁରା ଜୀବନ କରୋନାରୁ ବିନା ଭୟରେ ସମଗ୍ର ଜୀବନ ବିତାଇ ପାରିବେl
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।