Quantum Mirror

ଝାରପଡ଼ା ଜେଲରେ ପୁଣି ୨୧ କଏଦୀ କରୋନା ପଜିଟିଭ

ଝାରପଡ଼ା ଜେଲରେ ପୁଣି ୨୧ କଏଦୀ କରୋନା ପଜିଟିଭ

ଭୁବନେଶ୍ବର ଝାରପଡ଼ା ଜେଲରେ ସ୍ଥିତି ଅଣଆୟତ, ପୁଣି ୨୧ କଏଦୀ କରୋନା ପଜିଟିଭ। ଏହି ସମୟରେ ବିଭିନ୍ନ ଜେଲ ରେ ମଧ୍ୟ କରୋନା ମହାମାରୀ କାୟା ବିସ୍ତାର କରିଥିବା ଜଣାପଡିଛି ।ଝାରପଡ଼ା ଜେଲରୁ ପୁଣି ୨୧ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ମୋଟ୍ ୧୨୭ ଜଣ ଅନେବାସୀଙ କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି। ଚିହ୍ନଟ ହୋଇଥିବା କଏଦୀଙ୍କୁ ସ୍ବତନ୍ତ୍ର ସଂଗରୋଧ ଓ୍ବାର୍ଡରେ ଚିକିତ୍ସା ଚାଲିଛି। ପୂର୍ବରୁ ସଂକ୍ରମିତ ହୋଇଥିବା କିଛି କଏଦୀ ସୁସ୍ଥ ହୋଇଥିବା ସୂଚନା ମିଳିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×