Quantum Mirror

ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପସିଲା ପାଣି, ପମ୍ପ୍ ଦ୍ବାରା ଚାଲିଛି ଜଳ ନିସ୍କାସନ

ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପସିଲା ପାଣି, ପମ୍ପ୍ ଦ୍ବାରା ଚାଲିଛି ଜଳ ନିସ୍କାସନ

ଚାନ୍ଦବାଲି ୨୭।୫: ବାତ୍ୟା ‘ୟାସ୍’ ପ୍ରଭାବ ଯୋଗୁଁ ଧାମରା ନିକଟରେ ଅଶାନ୍ତ ହୋଇପଡିଥିଲା ସମୁଦ୍ର । ଫଳରେ ଉଚ୍ଚ ଜୁଆର ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡି ଯାଇଥିଲା ବିଭିନ୍ନ ଅଞ୍ଚଳକୁ ।ବିଶେଷକରି ବୈତରଣୀ ନଦୀରେ ଆସିଥିବା ଲୁଣା ଜୁଆର ପାଣି ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ପୁଷ୍କରିଣୀରେ ପ୍ରବେଶ କରିବାରୁ ମନ୍ଦିର ଦକ୍ଷିଣ ଦ୍ବାର ବାସୁଆବଳଦ ନିକଟରେ ଲହଡି ଭାଙ୍ଗିଥିଲା ଲୁଣା ଜୁଆର ପାଣି । ଏହାସହ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲୁଣା ଜୁଆର ପାଣି ଲହଡି ମାରୁଛି । ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ୍ ଦ୍ବାରା ନିଷ୍କାସିତ କରାଯାଇ ନୀତିକାନ୍ତି ଚାଲିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×