ଭୁବନେଶ୍ୱର: ବର୍ଷା ପାଇଁ ବୁଢ଼ାବଳଙ୍ଗ , ସୁବର୍ଣରେଖା ନଦୀରେ ଜଳସ୍ତର ବଢ଼ିଚଜି ହେଲେ ସ୍ଥିତି ନିୟନ୍ତ୍ରଣ ରହିଛି । ଏହି ନଦୀମାନଙ୍କରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କେନ୍ଦୁଝରର ଆନନ୍ଦପୁରରେ ବିପଦସଙ୍କେତ ଉପରେ ରହଇଛି ଜଳସ୍ତର, ବିପଦ ସଙ୍କେତ ୩୮.୩୬୦ ମିଟର, ବର୍ତ୍ତମାନ ଜଳସ୍ତର ୩୮.୫୦୦ ମିଟର ଉପରେ ପ୍ରବାହିତ ହେଉଛି । ସେହିଭଳି ଭଦ୍ରକ ଆଖୁଆପଦାରେ ବିପଦସଙ୍କେତ ଉପରେ ବହୁଛି ବୈତରଣୀର ଜଳସ୍ତର । ବିପଦସଙ୍କେତ ୧୭.୮୩ ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୭.୯୨ ମିଟର ଉପରେ ପ୍ରବାହିତ ହେଉଛି । ଆଖୁଆପଦାରେ ୧୯ରୁ ୨୦ ମିଟର ପର୍ଯ୍ୟନ୍ତ ଯାଇପାରେ ଜଳସ୍ତର । ସେପଟେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ କହିଛନ୍ତି ଏସଆରସି । ନଦୀବନ୍ଧ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଆକସ୍ମିକ ବନ୍ୟା ପରିସ୍ଥିତିକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥବା ନେଇ କହିଛନ୍ତି ଏସଆରସି ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |