Quantum Mirror

କରୋନା ଔଷଧ ୨-ଡିଜିର ମୂଲ୍ୟ ନିର୍ଦ୍ଧାରିତ

କରୋନା ଔଷଧ ୨-ଡିଜିର ମୂଲ୍ୟ ନିର୍ଦ୍ଧାରିତ

ନୂଆଦିଲ୍ଲୀ: କରୋନା ଔଷଧ ୨-ଡିଜିର ମୂଲ୍ୟ ନିର୍ଦ୍ଧାରିତ: ଜାଣନ୍ତୁ କେତେ ଟଙ୍କାରେ ମିଳିବ ଔଷଧ। ଡିଆରଡିଓର ଏହି ଆଣ୍ଟି କୋଭିଡ ଔଷଧ ୯୯୦ଟଙ୍କାରେ ଉପଲବ୍ଧ ହେବ । ଗୋଟିଏ ସାଚେଟର ଦାମ ୯୯୦ଟଙ୍କା ଧାର୍ଯ୍ୟ କରାଯାଇଛି । ସରକାରୀ ମେଡିକାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଡିସିନ୍ ନିଜ ନିଜ ଧାର୍ଯ୍ୟ ଡିସକାଉଣ୍ଟ ପ୍ରାଇସରେ ମିଳିପାରିବ । ୨_ଡିଜି ବା ଡି-ଗ୍ଳୁକୋଜ୍ ଡିଆରଡିଓ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଅନ୍ୟ ଔଷଧ ଅପେକ୍ଷା ୨_ଡିଜି ଔଷଧରେ ଅଢେଇ ଦିନ ପୂର୍ବରୁ ଭଲ ହେଉଛନ୍ତି ଆକ୍ରାନ୍ତ । ପ୍ରାଥମିକ ପର୍ଯ୍ୟାୟରେ ଏହା ଦିଲ୍ଲୀ ଏମ୍ସର ରୋଗୀଙ୍କୁ ଦିଆଯାଇଛି। ହାଇଦ୍ରାବାଦ ସ୍ଥିତ ଡକ୍ଚର ରେଡ୍ଡୀ ଲାବ୍ରୋଟାରୀରେ ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓର ନ୍ୟୁକ୍ଲିଅର ମେଡିସିନ୍ ଓ ଆଲାଏଡ ସେଣ୍ଟର ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×