Quantum Mirror

ହସ୍ପିଟାଲରେ ଭର୍ତ୍ତି ହେଲେ ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ : ଏପ୍ରିଲରେ ହୋଇଥିଲେ କରୋନା ସଂକ୍ରମିତ

ହସ୍ପିଟାଲରେ ଭର୍ତ୍ତି ହେଲେ ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ : ଏପ୍ରିଲରେ ହୋଇଥିଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ /୦୬ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ହସ୍ପିଟାଲରେ ଭର୍ତ୍ତି କରୋନା ପରବର୍ତ୍ତୀ ଅସୁସ୍ଥତା ଅନୁଭବ କରିବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି ଗତ ଏପ୍ରିଲରେ ଶିକ୍ଷା ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ ସେ ନିଜେ ଟ୍ୱିଟ କରି ଏକଥା ସୂଚନା ଦେଇଥିଲେ ପରେ ସେ ସୁସ୍ଥ ହୋଇ ଘରକୁ ବି ଫେରିଥିଲେ ହେଲେ ଏବେ ସଂକ୍ରମଣ ପରେ ଜଟିଳତା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ଅନୁମାନ କରାଯାଉଛି ସୂଚନାଯୋଗ୍ୟ, ଯେ, ଆଜି ଶିକ୍ଷା ମନ୍ତ୍ରୀ CBSE, ICSE ସମେତ ସମସ୍ତ ରାଜ୍ୟ ବୋର୍ଡ ପାଇଁ ଦ୍ୱାଦଶ ବୋର୍ଡ ପରୀକ୍ଷା ଉପରେ ଏହି ନିଷ୍ପତ୍ତି ଘୋଷଣା କରିବାର ଥିଲା ଗତ ମାସରେ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଏହି ପ୍ରସଙ୍ଗକୁ ବିଚାର କରାଯାଇଥିଲା କେନ୍ଦ୍ର ସରକାରଙ୍କୁ ସେମାନଙ୍କ ପ୍ରତିକ୍ରିୟା ପଠାଇବାକୁ ସମସ୍ତ ରାଜ୍ୟକୁ ସପ୍ତାହ ସମୟ ମଧ୍ୟ ଦିଆଯାଇଥିଲା

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×