ଭୁବନେଶ୍ୱର: ଡ୍ୟୁଟି ସମୟରେ ଚାଲିଗଲା ଟ୍ରାଫିକ୍ କନଷ୍ଟେବଳଙ୍କର ଜୀବନ। ଟ୍ରାଫିକ୍ ପୋଷ୍ଟରେ ନକଟରେ ଧକ୍କା ଦେଲା ଟ୍ରକ୍। ଏଭଳି ଅଭାବନୀୟ ଘଟଣା ତମାଣ୍ଡୋ ଥାନା ଗୋହିରିଆ ଛକରେ ଘଟିଛି। ସୂଚନା ମୁତାବିକ, ତମାଣ୍ଡୋ ଥାନା ଗୋହିରିଆ ଛକରେ ଏକ ଦୁର୍ଘଟଣାରେ ଟ୍ରାଫିକ କନଷ୍ଟେବଳଙ୍କର ମୃତ୍ୟୁ ଘଟିଛି । ସହିଦ କନଷ୍ଟେବଳ ଜଣକ ହେଲେ ଗୌରାଙ୍ଗ ପୃଷ୍ଟି । ସେ ନିଜ ଡ୍ୟୁଟିରୁ ଫେରୁଥିବା ସମୟରେ ତାଙ୍କୁ ଟ୍ରକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଆମମାନଙ୍କ ପ୍ରାର୍ଥନା ତାଙ୍କ ପରିବାର ସହିତ ରହିଛି ବୋଲି ଡିସିପି କହିଛନ୍ତି । ସହିଦ ଗୌରାଙ୍ଗ ପୃଷ୍ଟିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।