Quantum Mirror

୩୦ ଜୁନ୍ ପୂର୍ବରୁ ଏଠାରେ ୧୦ ଟଙ୍କାରୁ ମଧ୍ୟ କମ ଦାମରେ ମିଳିଯିବ ଏଲପିଜି ଗ୍ୟାସ୍ ସିଲିଣ୍ଡର, ଏମିତି ଉଠାନ୍ତୁ ଫାଇଦା

୩୦ ଜୁନ୍ ପୂର୍ବରୁ ଏଠାରେ ୧୦ ଟଙ୍କାରୁ ମଧ୍ୟ କମ ଦାମରେ ମିଳିଯିବ ଏଲପିଜି ଗ୍ୟାସ୍ ସିଲିଣ୍ଡର, ଏମିତି ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ ୧୭/: ଆପଣ ମହଙ୍ଗା ଗ୍ୟାସ୍ ସିଲିଣ୍ଡର ଯୋଗୁଁ ଚିନ୍ତାରେ ଅଛନ୍ତି କି ? ଆପଣଙ୍କ ପାଖରେ ୩୦ ଜୁନ୍ ସୁଦ୍ଧା ଶସ୍ତା ରୋଷେଇ ଗ୍ୟାସ୍ କିଣିବାର ସୁଯୋଗ ରହିଛି ପେଟିଏମ୍ ନିଜ ଗ୍ରାହକଙ୍କ ପାଇଁ ଏକ ବଡ ଅଫର ନେଇଆସିଛି ଯଦି ଗ୍ରାହକ ୩୦ ଜୁନ୍ ପୂର୍ବରୁ ପେଟିଏମ୍ ଆପରୁ ଗ୍ୟାସ୍ ସିଲିଣ୍ଡର ବୁକିଂ କରୁଛନ୍ତି ତେବେ ସେମାନଙ୍କୁ ଶସ୍ତାରେ ସିଲିଣ୍ଡର ମିଳିଯିବ ପେଟିଏମ୍ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ ଇଣ୍ଡେନ୍ ଗ୍ୟାସର ଗ୍ରାହକ ଏହି ଅଫରର ଲାଭ ଉଠାଇପାରିବେ

ଗ୍ୟାସ୍ ସିଲିଣ୍ଡର ଦାମ୍ ୮୦୯ ଟଙ୍କା
ପେଟିଏମର ଅନଲାଇନ୍ ଏଲପିଜି ଗ୍ୟାସ୍ ବୁକିଂ ସେବା ସହିତ ଆପଣ ମାତ୍ର କିଛି କ୍ଲିକରେ ନିଜ ଘର ସୁବିଧା ଅନୁସାରେ ଗୋଟିଏ ସିଲିଣ୍ଡର ଅର୍ଡର କରିପାରିବେ ୧୪. କିଲୋ ଗ୍ୟାସର ଦାମ୍ ଦିଲ୍ଲୀରେ ଜୁନ୍ ୨୦୨୧ରେ ୮୦୯ ଟଙ୍କା ଯଦି ଆପଣଙ୍କୁ ପେଟିଏମର ବର୍ତ୍ତମାନ ଅଫରରେ ୮୦୦ ଟଙ୍କାର କ୍ୟାଶବ୍ୟାକ୍ ମିଳୁଛି ତେବେ ଆପଣଙ୍କୁ ପ୍ରାୟ ମାଗଣାରେ ଗୋଟିଏ ସିଲିଣ୍ଡର ମିଳିବ

ଅଫରର ସମୟ ସୀମା ୩୦ ଜୁନ୍
ଏହି ଅଫର ବିଶେଷ ରୂପେ ସେହି ଗ୍ରାହକଙ୍କ ପାଇଁ ଉପଲବ୍ଧ ଯେଉଁମାନେ ପେଟିଏମ୍ ସହିତ ପ୍ରଥମ ଥର ଏଲପିଜି ସିଲିଣ୍ଡର ବୁକ୍ କରୁଛନ୍ତି ଏହି ଅଫରର ଲାଭ ନେବା ପାଇଁ ଆପଣଙ୍କୁ ପ୍ରୋମୋ କୋଡ୍ FIRSTLPG ପ୍ରୋମୋ ସେକ୍ସନରେ ଟାଇପ୍ କରିବାକୁ ହେବ ବୁକିଂର ୨୪ ଘଣ୍ଟା ଭିତରେ ଆପଣଙ୍କୁ କ୍ୟାଶବ୍ୟାକ୍ ସ୍କ୍ରାଚ୍ କାର୍ଡ ମିଳିବ ଅଫରର ଲାଭ ଉଠାଇବା ପାଇଁ ଏହି ସ୍କ୍ରାଚ୍ କାର୍ଡକୁ ପ୍ରାପ୍ତ ହେବାର ଦିନ ଭିତରେ ଉପଯୋଗ କରାଯିବା ଉଚିତ୍ ପେଟିଏମ୍ ଆପର ବ୍ୟବହାର କରି ପ୍ରଥମ ଥର ଏଲପିଜି ସିଲିଣ୍ଡର ଅର୍ଡର କରୁଥିବା ଗ୍ରାହକଙ୍କୁ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ମିଳିବ ଅଫରର ସମୟ ସୀମା ୩୦ ଜୁନ୍ ୨୦୨୧

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×