Quantum Mirror

IAS ସ୍ତରରେ ଅଦଳବଦଳ

ଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଛନ୍ତି ବହୁ ଜିଲ୍ଲାର ଜିଲ୍ଲାପାଳ । ବୁଧବାର ବିଳମ୍ବିତ ରାତ୍ରିରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜୟ କୁମାର ଉପାଧ୍ୟାୟ ହୋଇଛନ୍ତି ନିର୍ଦ୍ଦେଶକ ଭାଷା ସଂସ୍କୃତି ବିଭାଗ। ଆଶିଷ ଠାକରେ ହୋଇଛନ୍ତି ସଚିବ, ରାଜସ୍ବ ପର୍ଷଦ। ଦିଲ୍ଲୀପ ରାଉତରାୟ ହୋଇଛନ୍ତି ଭଦ୍ରକ ଜିଲ୍ଲାପାଳ। କମଳ ଲୋଚନ ମିଶ୍ରଙ୍କୁ ଓସଡମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କରଯାଇଥିବାବେଳେ ନିଖିଳ ପୱନ କଲ୍ୟାଣ ହୋଇଛନ୍ତି ନିର୍ଦେଶକ, ମୃତ୍ତିକା ସଂରକ୍ଷଣ। ସେହିପରି ବିଜୟ କୁମାର ଦାସ – ଗଜପତି ଜିଲ୍ଲାପାଳ ହୋଇଥିବାବେଳେ ସ୍ମୃତି ରଞ୍ଜନ ପ୍ରଧାନ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ। ସୁଧା ଦେବ ସିଂ ହୋଇଛନ୍ତି ଅତିରିକ୍ତ ଶାସନ ସଚିବ, ପଂଚାୟତ୍ତିରାଜ। ପାରୁଲ ପାଟୱାରୀ ହୋଇଛନ୍ତି ଜିଲ୍ଲାପାଳ, ରାୟଗଡା। ଅମ୍ବିତ ଋତୁରାଜଙ୍କୁ କନ୍ଧମାଳ ଜିଲ୍ଲାପାଳ କରାଯାଇଛି। ଶୀଧେଶ୍ୱର ବଳିରାମ ବନ୍ଦର ସମ୍ବଲପୁର ଜିଲ୍ଲାପାଳ ହୋଇଥିବାବେଳେ ଦତ୍ତIତ୍ରେୟ ସିନ୍ଧେ ହୋଇଛନ୍ତି କଟକ ଜିଲ୍ଲାପାଳ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×