ଭୁବନେଶ୍ୱର :ରାଜଧାନୀରେ ବାଘ ଆତଙ୍କ। ଭୁବନେଶ୍ୱର ବିମାନ ବନ୍ଦର ଡମ୍ପିଂ ୟାର୍ଡ ନିକଟରେ ବାଘ ଦେଖା ଯିବା ପରେ କାବୁ କରିବାକୁ ରଣନୀତି କରୁଛି ବନ ବିଭାଗ। ପାଦ ଚିହ୍ନ ଯେଉଁ ପଟେ ପଡିଛି, ସେହିପଟେ ରେଞ୍ଜର ବୁଲି ଦେଖିଛନ୍ତି। ମହିଳା ଜଣକ ବାଘ ଦେଖିଥିବା ନେଇ ସୂଚନା ଦେଇଥିଲେ। ରେଞ୍ଜରଙ୍କ କହିବା କଥା ପଦ ଚିହ୍ନକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ପଦ ଚିହ୍ନକୁ ଦେଖିଲେ ଏହା ଏକ ଜଙ୍ଗଲୀ ବିରାଡ଼ି ଭଳି ଲାଗୁଛି ବୋଲି କହିଛନ୍ତି ନଗର ବନଖଣ୍ଡ ରେଞ୍ଜର।
ତାଜା ଖବର
ଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |ଜାଣନ୍ତୁ ବାତ୍ୟା ‘ଦାନା’କେଉଁଠି କରିବ ଲ୍ୟାଣ୍ଡଫଲ୍ଆଜି ପବିତ୍ର ଜନ୍ମାଷ୍ଟମୀ