ବିଜେଡି ଦାବି କରିଛି ହୋ, ମୁଣ୍ଡାରୀ, ଭୂମିଜ, ସୌରା, କୁଇ ପରି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବକୁ। ଏକ ପ୍ରେସମିଟରେ ଦେବୀ ମିଶ୍ର କହିଛନ୍ତି, ଆଦିବାସୀଙ୍କ ଭାଷାକୁ ସଂରକ୍ଷିତ ରଖାଯାଉ। ଏହି ସବୁ ଭାଷାକୁ ସମ୍ଵିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ନବୀନ ସରକାର ଆଗରୁ ବାରମ୍ଵାର ଦାବି କରିଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କୁ ଆଦିବାସୀମାନେ ପୂଜା କରନ୍ତି। ବିଜେପି ସରକାର ମଧ୍ୟ ଆଦିବାସୀଙ୍କ ପାଇଁ ଯାହା ଦରକାର, ସବୁ କରନ୍ତୁ ବୋଲି ଦାବି କରିଛି ବିଜେଡି।
ତାଜା ଖବର
ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |ଜାଣନ୍ତୁ ବାତ୍ୟା ‘ଦାନା’କେଉଁଠି କରିବ ଲ୍ୟାଣ୍ଡଫଲ୍