ହୁତୁ ହୁତୁ ହୋଇ ବଢ଼ି ଚାଲିଛି ପନିପରିବାର ଦର । କ’ଣ କିଣିବେ କ’ଣ ଖାଇବେ ଚିନ୍ତାରେ ଖାଉଟି। ଦର ନିୟନ୍ତ୍ରଣରେ ସରକାର ଫେଲ୍ କହିଛନ୍ତି ଖାଉଟି। କାର୍ତ୍ତିକ ମାସରେ ଯେଁଉ ପରିବା ଟିକେ ଶସ୍ତା ଥିଲା, ତାହା ଶସ୍ତା ହେବା ବଦଳରେ ଆଜି ପୁଣି ବଢ଼ି ଯାଇଛି। ବିନ୍ସ ୭୦, ବାଇଗଣ ୫୦, ଝୁଡଙ୍ଗ ୮୦, ଟମାଟୋ ୫୦ ଥିବା ବେଳେ ଆଳୁ ଦର ୩୫ ରହିଛି। ପିଆଜ ୬୦, ରସୁଣ ଅଢେଇଶକୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ଏଭଳି ଚଢା ଦର ପାଇଁ ସାଧାରଣ ଲୋକେ ସରକାରଙ୍କୁ ଦୋଷ ଦେଇଛନ୍ତି।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।