ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା । ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ । ଆଜିପାଇଁ 4 ଜିଲ୍ଲା ଝାରସୁଗୁଡା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼କୁ କୋଲ୍ଡ ୱେଭ ଆଲର୍ଟ କରାଯାଇଛି । ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ପରଠାରୁ ରାଜ୍ୟରେ ମେଘୁଆ ପାଗ ସହ କିଛି ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି। ହାଡ଼ ଭଙ୍ଗା ଶୀତ ଯୋଗୁଁ ଲୋକମାନେ ଘରୁ ବାହାରିବା ସମ୍ଭବ ହେଉନାହିଁ । ଘନ କୁହୁଡି ହେଉଥିବାରୁ ରାସ୍ତାରେ ଗାଡ଼ି ଚଳାଇବା କଷ୍ଟକର ହୋଇପଡୁଛି । ସେପଟେ ପ୍ରବଳ ଜାଡ଼ରେ କଷ୍ଟ ଭୋଗୁଛନ୍ତି ଦୁର୍ଗମ ଅଞ୍ଚଳର ଗରିବ ଲୋକେ ।
ତାଜା ଖବର
ଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।ବୈତରଣୀ ନଦୀ ଗର୍ଭରୁ ମିଳିଲା ଭାସମାନ ପଥରଘଟଗାଁ ମା’ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଭୋଗ ଦୋକାନ ଗୁଡିକରେ ଭୟଙ୍କର ଅଗ୍ନିକାଣ୍ଡ ।ମଣିପୁରରେ ପୁଣି ଉତ୍ତେଜନା, ସ୍ଥିତି ନିୟନ୍ତ୍ରଣ ଲାଗି ୯ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଉପରେ କଟକଣାନକଲି ଚା’ପ୍ୟାକିଂ କାରଖାନା ଉପରେ ଚଢ଼ାଉଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋତାମିଲନାଡୁ ତିରୁବନମଲାଇରେ ଭୂସ୍ଖଳନ ଘଟି ୭ ମୃତପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ।