ଆଜିଠୁ ମାଘ ସପ୍ତମୀ ମେଳା । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବୁଡ ପକାଇବାକୁ ଭକ୍ତଙ୍କ ଭିଡ । ମାଘମେଳାର ତିନି ଆରାଧ୍ୟ ଠାକୁର ତ୍ରିବେଣୀଶ୍ବର , ଐଶାନେଶ୍ବର ଓ ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଥମେ ସ୍ନାନ କରିଛନ୍ତି। ପରେ ଚନ୍ଦ୍ର ତୀର୍ଥ ପୁଷ୍କରଣୀରେ ବୁଡ ପକାଉଛନ୍ତି ଲକ୍ଷାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ।
ବିଶ୍ବାସ ରହିଛି,ଏହି ତିଥିରେ ବୁଡ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ। ସେପଟେ ଆଜିଠାରୁ ଆରମ୍ଭ ମାଘ ସପ୍ତମୀ । ଖଣ୍ଡଗିରିରେ ଶତାଧିକ ସାଧୁସନ୍ଥଙ୍କ ଭିଡ଼ ।
ତାଜା ଖବର
ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତ