ଟପ୍ ୫୦ ବିଧାୟକ ରେ ଓଡିଶାରୁ ୨

ଟପ୍ ୫୦ ବିଧାୟକ ରେ ଓଡିଶାରୁ ୨

ଦେଶର ସର୍ବଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ସାମିଲ ରହିଛନ୍ତି ଓଡିଶା ବିଧାୟକ ତାଲିକାରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାମ ସାମିଲ ରହିଛି ଏହା ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ବି ସାମିଲ ଅଛି ବିଧାୟକଙ୍କ କାର୍ଯ୍ୟଧାରା ଆଧାରରେ ଏହି ତାଲିକା ପ୍ରସ୍ତୁତ ରହିଛି ତେବେ ଦେଶର ,୯୫୮ ବିଧାୟକଙ୍କୁ ନେଇ ଫେମ ଇଣ୍ଡିଆ ପକ୍ଷରୁ ସର୍ଭେ ହୋଇଛି