ପରିବହନ କମିଶନ ପକ୍ଷରୁ କଟକଣା – ନିୟମ ନ ମାନିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

ପରିବହନ କମିଶନ ପକ୍ଷରୁ କଟକଣା – ନିୟମ ନ ମାନିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

ହୁସିଆର୍‌ ଗାଡ଼ି ଚାଳକ। ଏବେ ଯେଉଁମାନେ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆସନ୍ତୁ ଜାଣିବା କଣ ରହିଛି ନିୟମ ଯାହାକୁ ନମାନିଲେ ୩ମାସ ପାଇଁ ବାତିଲ ହେବ ଲାଇସେନ୍ସ

୧) ଅଧିକ ବେଗରେ ଗାଡ଼ି ଚଳାଇଲେ।

୨) ରେଡ୍‌ ଲାଇଟ୍‌ କଟକଣା ନ ମାନି ଆଗକୁ ବଢ଼ିଲେ

୩) ଓଭରଲୋଡିଂ ବା ମାଲ୍‌ବାହୀ ଗାଡ଼ିରେ ଯାତ୍ରୀ ନେଲେ

୪) ନିଶାଗ୍ରସ୍ତ ହୋଇ ଗାଡ଼ି ଚଳାଇଲେ

୫) ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ