ରାହୁଲଙ୍କ ଉପରେ ଜେପି ନଡ୍ଡାଙ୍କ ଆକ୍ଷେପ- ‘ଆପଣ ଏବଂ ଆପଣଙ୍କ ମା ଚୀନଠୁ ଅର୍ଥ ନେଇଛନ୍ତି’

ରାହୁଲଙ୍କ ଉପରେ ଜେପି ନଡ୍ଡାଙ୍କ ଆକ୍ଷେପ- ‘ଆପଣ ଏବଂ ଆପଣଙ୍କ ମା ଚୀନଠୁ ଅର୍ଥ ନେଇଛନ୍ତି’

ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ପ୍ରସଙ୍ଗରେ ପୁଣି ଥରେ  ବିଜେପି କଂଗ୍ରେସ ମଧ୍ୟରେ ବାକ୍ଲଢେଇ ଆରମ୍ଭ ହୋଇ ଯାଇଛି ଏହି କ୍ରମରେ ଭାରତୀୟ ଜନତା ପାର୍ଟିର ସଭାପତି ଜେପି ନଡ୍ଡା କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି ନଡ୍ଡା କହିଛନ୍ତି ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀ ଚୀନଠୁ ଅର୍ଥ ନେଇଛନ୍ତି

ନଡ୍ଡା ଅନେକ ଟ୍ଵିଟ୍ କରି ରାହୁଲ ଗାନ୍ଧୀଙ୍କ ଉପରେ ହମଲା କରି ଲେଖିଛନ୍ତି ଯେ, ଏମିତି ତେବେ ହୁଏ ଯେବେପ୍ରିନ୍ସ ଅଫ ଇନକମ୍ପିଟେସନବିନା ଏବଂ ବିନା ବୁଝି ବିଚାରି କେହି ଲେଖା ସେୟାର କରେ। ଅନ୍ୟ ଆରଟିଆଇର ବିବରଣ ବିଷୟରେ ଜାଣିବା ପାଇଁ ଆଉ ଏକ ଆରଟିଆଇ ଦାୟର କରାଯାଇଥିଲା ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଆପଣଙ୍କ ଦ୍ଵାରା ହିଁ ଏହି ପାରଦର୍ଶିତା ଉପରେ ହମଲା ହୋଇଛି, ଯାହାକୁ ଆପଣ ଦେଶରେ ପ୍ରଥମ ଥର ଲାଗୁ କରିଥିଲେ। ଆପଣଙ୍କ ଏହି କାର୍ଯ୍ୟଶୈଳୀ ଦର୍ଶାଉଛି ଯେ, ଆପଣଙ୍କ କ୍ୟାରିୟର କେବଳ ମିଥ୍ୟା ଖବର  ପ୍ରଚାର ଉପରେ ଆଧାରିତ