୩୦ ଟଙ୍କାରେ ଖୁବଶୀଘ୍ର ବିକ୍ରି ହେବ ପିଆଜ

୩୦ ଟଙ୍କାରେ ଖୁବଶୀଘ୍ର ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୪ ।୧୦: ବହୁତ ଜଲଦି ବଜାରରେ ଶସ୍ତା ପିଆଜ ବିକ୍ରି ଆରମ୍ଭ ହେବ ।NAFEDର ନିର୍ଦ୍ଦେଶକଙ୍କ କହିବା ମୁତାବକ, ଆସନ୍ତା ୧୦ ଦିନ ମଧ୍ୟରେ ରାଜସ୍ଥାନରୁ ପିଆଜ ଆସିବ ବୋଲି ଆଶା କରାଯାଉଛି । ଏହା ପରେ ପିଆଜର ମୂଲ୍ୟ ହ୍ରାସ ପାଇବ । NAFED ଏନେଇ ଏକ ଯୋଜନା ଉପରେ କାମ କରିବା ଆରମ୍ଭ କରିଦେଇଛି ।

ସଫଳ ଷ୍ଟୋରରୁ ଶସ୍ତା ପିଆଜ ବିକ୍ରିି ହେଉଛି । NAFED ନିର୍ଦ୍ଦେଶକ କହିଛନ୍ତି ଯେ, ପିଆଜର ଫସଲ ଖରାପ ହେବା କାରଣରୁ ଏହାର ମୂଲ୍ୟରେ ଅନ୍ତର ଦେଖିବାକୁ ମିଳୁଛି ।