ଓଡ଼ିଶାରୁ ଆଜି ୬ହଜାର ୨୪୦ ସୁସ୍ଥ

ଓଡ଼ିଶାରୁ ଆଜି ୬ହଜାର ୨୪୦ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬ହଜାର ୨୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।