ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ, ପାସ ହାର ୭୪.୯୫ ପ୍ରତିଶତ

ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ, ପାସ ହାର ୭୪.୯୫ ପ୍ରତିଶତ

ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ, ପାସ ହାର ୭୪.୯୫ ପ୍ରତିଶତ । ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୬,୬୨୯ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୪,୨୫୯ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ୮,୩୬୧ଜଣ ନୟାଗଡ଼ରେ ସର୍ବାଧିକ ୮୮.୭୮ ପ୍ରତିଶତ ପିଲା ପାସ୍ ।