୩ଦିନ ଭିତରେ ପ୍ରସ୍ତୁତ ହେବ କରୋନା ପାଇଁ ନିର୍ବାଚନ ଗାଇଡ଼ଲାଇନ

୩ଦିନ ଭିତରେ ପ୍ରସ୍ତୁତ ହେବ କରୋନା ପାଇଁ ନିର୍ବାଚନ ଗାଇଡ଼ଲାଇନ

ଦେଶ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ତେଣୁ କରୋନା ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ନିର୍ଦ୍ଦେଶାବଳୀକୁ ଆଜି ମଞ୍ଜୁରି ମିଳିଛି ନୂଆ ଗାଇଡ଼ଲାଇନକୁ ମଞ୍ଜୁରି ଦେଇଛି ଭାରତୀୟ ନିର୍ବାଚନ କମିସନ ସାମାଜିକ ଦୂରତା ରଖି ନିର୍ବାଚନୀ ବୈଠକ ହୋଇପାରିବ କରୋନାରେ ହେବାକୁ ଥିବା ସବୁ ନିର୍ବାଚନ ପାଇଁ ନିୟମ ଲାଗୁ ହେବ ପୂର୍ବରୁ ସର୍ବଦଳୀୟ ବୈଠକ ଡାକି ଏନେଇ ମତାମତ ନେଇଥିଲେ ନିର୍ମାଚନ କମିସନ ଏହାସହ ୩ଦିନ ଭିତରେ ନିର୍ବାଚନ ପାଇଁ ବିସ୍ତୃତ ଭାବେ ଗାଇଡ଼ଲାଇନ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି