ଓଡ଼ିଶାରୁ ଆଜି ୧୦, ୪୦ ୫ ସୁସ୍ଥ

ଓଡ଼ିଶାରୁ ଆଜି ୧୦, ୪୦ ୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୪୦ ୫ କରୋନା ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି ।