୧୫ ଡ଼ିଗ୍ରୀ ତଳେ ୧୨ ସହର

୧୫ ଡ଼ିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୦ ଡିଗ୍ରୀ ରେକର୍ଡ | ଫୁଲବାଣୀ ୧୧.୦, ସୋନପୁର ୧୧.୪ , ଅନୁଗୁଳ ୧୧.୬, ବାରିପଦା ୧୨.୦, କେନ୍ଦୁଝର ୧୨.୪, ତାଳଚେର ୧୨.୫ , ଭବାନୀପାଟଣା ୧୩.୬ , ଝାରସୁଗୁଡା ୧୩.୮, କୋରାପୁଟ ୧୪.୦, କଟକ ୧୪.୫, ଏବଂ ଚାନ୍ଦବାଲି ୧୪.୮ ରାଜଧାନୀ ଭୁବନେଶ୍ୱର ରେ ରାତ୍ରି ତାପମାତ୍ରା ୧୬.୦ ଡ଼ିଗ୍ରୀ ରେକର୍ଡ ହୋଇଛି | ଫୁଲବାଣୀ ଏବଂ ସୁନ୍ଦରଗଡ ରେ ଘନ କୁହୁଡି | ଦୃଶ୍ୟମାନ ଦୂରତା ୧୦୦ ମିଟର ରୁ କମ | କୋରାପୁଟ ଠାରେ ମଧ୍ୟମ ଧରଣର କୁହୁଡି ଏବଂ ଦୃଶ୍ୟମାନ ଦୂରତା ୩୦୦ ମିଟର | ତାଳଚେର, ବଲାଙ୍ଗୀର ଏବଂ ଭବାନୀପାଟଣା ଠାରେ ହାଲୁକା କୁହୁଡି ଦୃଶ୍ୟମାନ ଦୂରତା ୮୦୦ ମିଟର।