୧୫ ଡ଼ିଗ୍ରୀ ତଳେ ୧୩ ସହର

୧୫ ଡ଼ିଗ୍ରୀ ତଳେ ୧୩ ସହର

ଭୁବନେଶ୍ୱର: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ | ସୋନପୁର ୯.୪ ,ଫୁଲବାଣୀ ୧୦.୫, ଅନୁଗୁଳ ୧୧.୦, ବାରିପଦା ୧୨.୦, କେନ୍ଦୁଝର ୧୨.୦,ଝାରସୁଗୁଡା ୧୨.୨, ଭବାନୀପାଟଣା ୧୨.୨ ,ତାଳଚେର ୧୨.୩ ,କୋରାପୁଟ ୧୨.୬, ବୌଦ୍ଧ ୧୪.୦, କଟକ ୧୪.୦, ଏବଂ ବଲାଙ୍ଗୀର ୧୪.୮,  ଭୁବନେଶ୍ୱର ୧୬.୦