ଗୋଆରେ ୧୫ ଦିନ ପାଇଁ କର୍ଫ୍ୟୁ

ଗୋଆରେ ୧୫ ଦିନ ପାଇଁ କର୍ଫ୍ୟୁ

ଗୋଆରେ ଦ୍ରୁତ ଗତିରେ ବଢିଚାଲିଛି କରୋନା ମହାମାରୀ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଗୋଆରେ କରୋନା କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ରାଜ୍ୟରେ ମେ ରୁ ୨୩ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବ ଏହି ସମୟ ମଧ୍ୟରେ ଚିକିତ୍ସା ସାମଗ୍ରୀ ସହିତ ଆବଶ୍ୟକ ସେବାଗୁଡିକ ଅନୁମତି ଦିଆଯିବ ସକାଳ ଟାରୁ ରାତି ଟା ପର୍ଯ୍ୟନ୍ତ ରାସନ ଦୋକାନ ଖୋଲିବ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ‘କର୍ଫ୍ୟୁ ସମୟରେ ମେଡିକାଲ ସପ୍ଲାଇ କାର୍ଯ୍ୟକ୍ଷମ ହେବ ଏଥିସହ ଘରୋଇ ସାମଗ୍ରୀ ଦୋକାନ ସକାଳ ଟାରୁ ଟା ପର୍ଯ୍ୟନ୍ତ ଖୋଲିବ ଏହା ବ୍ୟତୀତ ରେଷ୍ଟୁରାଣ୍ଟଗୁଡିକ ସକାଳ ଟାରୁ ସନ୍ଧ୍ୟା ଟା ପର୍ଯ୍ୟନ୍ତ ଟେକ୍ୱେ ଅର୍ଡର ନେଇପାରିବେ ଖୁବ ଶୀଘ୍ର ସମ୍ପର୍କରେ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି