ବଜ୍ରପାତରେ ୨ମୃତ

ବଜ୍ରପାତରେ ୨ମୃତ

ନୟାଗଡ: ଦଶପଲ୍ଲା ଡିହଗାଁରେ ବଜ୍ରପାତରେ ୨ମୃତ, ମୃତକ ଉଦୟନାଥ ପ୍ରଧାନ ଓ ଆଶାଲତା ସାହୁ,ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ହୋଇଥିଲା ବଜ୍ରପାତ ।